ମହାରାଷ୍ଟ୍ର ରାଜନୀତିରେ ଝଡ: ଫଡନବିସ ଓ ସଂଜୟ ରାଉତ ଭେଟାଭେଟି ବିବାଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ। ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା କଥା ଚର୍ଚ୍ଚା ହେଉଛି। ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି? ଏନଡିଏର ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି … Continue reading ମହାରାଷ୍ଟ୍ର ରାଜନୀତିରେ ଝଡ: ଫଡନବିସ ଓ ସଂଜୟ ରାଉତ ଭେଟାଭେଟି ବିବାଦ